ରଜ ପର୍ବ ଓଡ଼ିଶାର ନାରୀତ୍ବର ପର୍ବ

 


ଓଡ଼ିଶାର ନାରୀତ୍ବର ପର୍ବ ରଜ ଯାହା ଓଡ଼ିଶାର ପ୍ରତି ବର୍ଷ ପାଳନ କରାଯାଏ ।

ଏହି ପର୍ବ ତିନି ଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିନ ପହିଲି ରଜ ଦ୍ଵିତୀୟ ଦିନ ସଜବାଜ ଏବଂ ଶେଷ ଦିନ ଭୂମି ଦୋହନ ।

ଏହି ରଜରେ ପ୍ରତି ଘରେ ଝିଅ ମାନେ ସଜବାଜ ହୋଇ ନିଜର ନାରୀତ୍ବକୁ ପାଳନ କରନ୍ତି। 


Comments

Popular posts from this blog

WhatsApp Pink is a new virus targeting WhatsApp users, and hacking phones